
ଜୀବନ୍ ଆଏତ ପାଏନ୍ ଫୁଟକା
ମୁନୁଷ୍ ଭରମେଁ କେତେ,
ଜନମ୍ ଥିଲେ ତ ମରନ୍ ଟେ ଅଛେ
ପରଭୁ ହେଲେ ବି ସତେ ।
ବଂଧୁ ବାଂଧବ କୁଟୁମ୍ ବାଟୁମ୍
ସବୁତ ଆଏ ବେକାର୍,
ପରାନ୍ ଛାଡଲେ ଅଛୁଆଁ କହେବେ
କରବେ ଛିଛିକାର୍ ।
ମଶାନର୍ ଜୁଏ ସଜା ହେଇଥିବା
ଖଇ ଝିଂଟି ନେବେ ବୁହି,
ଜନମ୍ ମରନ୍ ଦୁଇଟା ଜିନିଷ୍
ଦୁନିଆଁରେ ସତ୍ ଭାଇ ।
କିଏ କହୁଥିବା ବନେ ଲୁକ୍ ଥିଲା
କିଏ ଦେଉଥିବା ଗାଲି,
କିଏ କାଂଦୁଥିବା ଗୁଲ୍ ଗୁଲା ହେଇ
କିଏ ମାରୁଥିବା ତାଲି ।
ଜିଇଁ ଥିବା ଯାଏ ଜପ ରାମ୍ ନାମ୍
ଜୀବନ୍ ଟା ହେବା ସାର୍,
ମୁନୁଷ୍ ଜୀବନ୍ ତ ଦୁଇ ଦିନିଆଁ
ଛାଡ୍ ଲୁଭ୍ ଅହଁକାର୍ ।
ବଙ୍କିଆ, ବୀ.ମା.ପୁର, ସୋନପୁର
ଦୂରଭାଷ - ୯୪୩୯୧୪୦୮୧୪
VOL.IX, ISSUE.V, MAY-2025
Published By Banamallira Mahak
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।