About The Journal

'ବଣମଲ୍ଲୀର ମହକ' ହେଉଛି ଓଡିଆ ଭାଷା ବିଜ୍ଞାନ, ଲୋକକଥା, ସାହିତ୍ୟ ଏବଂ ସାଂସ୍କୃତିକ ତଥ୍ୟ ସମ୍ବଳିତ ବିଷୟକୁ ନେଇ ପ୍ରକାଶିତ ଏକ ଅନଲାଇନ ପତ୍ରିକା । ଏହି ଅନଲାଇନ ପତ୍ରିକାଟି ଓଡିଆ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ରୁଚି ରଖୁଥିବା ଲେଖକ ଲେଖିକା, ଗବେଷକ, ଶିକ୍ଷାବିତ ଓ ପାଠକ ପାଠିକା ପରସ୍ପର ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନ ପାଇଁ ଉଦ୍ଦିଷ୍ଟ ଅଟେ ।
Title Banamallira Mahak
Frequency Monthly
ISSN Applied
Publisher Mr. Laxminarayan Pattanaik
Chief Editor Mr. Laxminarayan Pattanaik
Copyright Banamallira Mahak
Starting Year 2016
Subject

Literature & Culture

(Story, Fiction, Poetry, Novel, Drama, Biopic & Ancient Literature)

Language ODIA
Publication Format Online (World Wide Web)
Phone No. +91-9437183937
Email Id. emagazinebanamalli@gmail.com
Website https://www.banamalli.org/
Address At/Po- Mangalajodi, Ps- Tangi, Dist- Khordha, Odisha-752023 India
(full-width)