ସୁଖ ର ରାତି ନାହିଁ !!
ଫୁଲ ର ତାତି ନାହିଁ
ପଗୁଣ ର ସାଥି ନାହିଁ !!
ବୁଢିଆଣୀ ର ପତି ନାହିଁ
ବୁଢ଼ା ବାହା ହେଲେ ଶାନ୍ତି ନାହିଁ!!
ସାପ ର ଛାତି ନାହିଁ
ପାପ ର ମତି ନାହିଁ !!
ବଳଦ ର ପ୍ରିତୀ ନାହିଁ
କୁକୁର ର ଧୋତି ନାହିଁ !!
ଆଉ ମନେ ପଡୁ ନାହିଁ
ଜାଣିଥିଲେ କୁହ ଭାଇ !!
ବାଳକାଟି, ଖୋରଧା
[Use latest version of web browsers for better optimization & browsing experience of this website.]