ମା ଦୁର୍ଗତୀ ନାଶିନୀ - ଦୀନବନ୍ଧୁ ପୋଇ

0
।।ମା ଦୁର୍ଗତୀ ନାଶିନୀ |
- * * * * * * *
ମାଆ ଆଜି ତୁମେ ବିଜୟିନୀ ବେଶେ
ଉଭା ହୋଇଅଛଧରା
ବିପଦ ନାଶିନୀ ଶଙ୍କଟ ହାରିଣୀ
ଆଶିର୍ବାଦ ଦେବୁ ପରା ।୧।
ଧରା ଯେତେବେଳେ ପାପ ଭରା ହୁଏ
ଦୁର୍ଗା ରୂପେ ଦିଅ ଦେଖା
ରାବଣ ମାରିକି ରାମ ରାଜ୍ୟକରୁ
ଜଳାଇ ବହ୍ନି ଶିଖା।୨।
ମାଆ ଯଦି ଶାହା ଭକ୍ତ ଚଉବାହା
ଶତ୍ରୁ ହେବ ପରାଜିତ ,
ମାନବ ସଂସାରେ ପୂଜା କରୁଥିବେ
ସମର୍ପିବେ ପାରିଜାତ ।।୩।
ଆଜି ଦଶହରା ଉତ୍ସବମୁଖର ଦଶାନନପୋଡ଼ି ହୁଏ.
ବିନା ଦଶାନନ ରାବଣ ସଂସାରେ
ଏଇଠି ଜନମ ପାଏ ।୪।
ଏକ ଶିର ରାବଣ ହତ୍ୟା କରିବାକୁ
ଆସମାଆ ଅବତରି
ଶତ ଶତ ସୀତା ଆକୁଳେ ଡାକନ୍ତି
ଦିଅ ସୁରକ୍ଷା ବିତରି । । ୫ ।
xxxx,xxxxxxxxxxxxxxxx


ରଚନା : ଦୀନବନ୍ଧୁ ପୋଇ (ସହକାରୀ ଶିିିକ୍ଷକ) 

ଠିକଣା : ଗୋରଡ଼ାପାଳ ପୋ: କରମୂଳ ଜି.ଢେଙ୍କାନାଳ

ପିନ-୭୫୯୦୧୪ ଫୋନ ନମ୍ବର :


Post a Comment

0Comments
Post a Comment (0)