ଅଣୁଗଳ୍ପ - ବାପା - ବଳରାମ ତରାଇ

ଅଣୁଗଳ୍ପ - ବାପା - ବଳରାମ ତରାଇ



ବାପା ବାପା ମୋତେ ତମେ କେତେ ଶ୍ରଦ୍ଧା ଦେଲ । ବାପା ବୋଲି ମୋ ପରିଚୟ ଦେଲ । କୋଳେଇ କାଖେଇ ମଣିଷ କରିଚ୍ଚ । ଜାନି ଯାତ୍ରାକୁ ମତେ ବୁଲେଇ ନେଲ । କେମିତି ଭୁଲିବି ମୁଁ ସେ ଅଭୁଲା ଦିନ । ଆଜି ତୁମେ ନାହଁ ମୋ ପାଖରେ ମୋ ଜୀବନ ଶୂନ୍ୟ । କେତେ ମତେ କରିଛ ଗେହ୍ଲା ସ୍କୁଲ ନଗଲେ ନେଇ ଛାଡିଛ ଆସିଚ । କାଖେଇ କେତେ ଧରି ବୁଲିଚ ପଖାଳ କି ବଢି, ଶାଗ ଭଜା, ତୁମେ ଷହ ଖାଇଲେ ଲାଗେ ଭାରି ମଜା । ନୂଆନୂଆ ସାର୍ଟ କିଣି ଆଗଯାଇ, ଖାଇଛି କି ନାହିଁ ପଚାର ବାର ବାର ମା କୁ ଯାଇ । ଜ୍ୱର ହେଲେ ତୁମେ ସବୁ କାମ ଛାଡି ମୋ ପାଖେ ବସିଥାଅ ଘଡିକି ଘଡି । ସତରେ କଣ ସେ ଭାଗ୍ୟ ମୋର ଫେରିବ ନାହଁ । କି ଦୋଷ କଲି ବାପା କନ କଲି କାହଁକି ଛାଡିଗଲ ବାପା ମୋତେ ଦୁରେଇ । ଗଲା ବେଳେ ମୋତେ ଡାକିଥାନ୍ତ ସାଥିରେ ମତେ ନେଲନି କାହି।ତମ ସହ ଯିବାକୁ ମୋ ବଳିଛି ଇଛା । ସେଥିଲାଗି ବାପା ତୁମେ ଯାଉଛ ଏକା ଏକା।କାହିଁକି ଗଲ ବାପା ମୋତେ ଦୁରେଇ ଦେଇ । କେମିତି ବଞ୍ଚିବି ମୁଁ ଏକା ହେଇ । ବାପା ବୋଲି ଆଉ କାହାକୁ ଡାକିବି ମୁହି।କଳି କଲେ କାହାକୁ କହିବି ଜା । କିଏ ମୋ କଥା ବୁଝିବ ବାପା ନଥିଲେ ଆଉ କିଏ ଜାଣିବ ।ସେ ସ୍ମଶାନରେ ସୋଇଛ କେମିତି । ବହୁତ କଲବଲ ହେଲ କା ଲଦା ହୋଇଛି ତମ ଉପରେ । ତୁମକୁ କାଟୁନି କେମିତି ଜାଏଛ ନିଆଁ ରେ ଯାଇଛ ଶୋଇ । ଦୁନିଆକୁ ଡାକି ଆଣିଥିଲ ବାପା ପରିଚୟ ଦେଇ ଆଜି ଏକା ଛାଡିଦେଲ ମୁଁ ବଞ୍ଚିବି ନାହିଁ । ବହୁତ ଶୀଘ୍ର ବାପା ମୁଁ ଯାଉଛି ତୁମ ପାଖକୁ ମୋତେ ସଂଗେ ନେବା ବାପା ସୂଗପୁରକୁ ।ଦୁନିଆରେ ବାପା ଥିଲେ ବୈକୁଣ୍ଠ ପୁର । ବାପା ବିନା ଏଇ ଦୁନିଆ ଲାଗେ ସତେ ଯମପୁର ।

Writer's Details: Balaram tarai.gainda khurdha
Content Category:
Submission Date: Apr 18, 2019

0 Comments