OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଜୀବନ - ଦିପ୍ତୀଲେଖା ମିଶ୍ର

ଜୀବନ - ଦିପ୍ତୀଲେଖା ମିଶ୍ର


ଜୀବନଟା ଲାଗେ ଅମୁହାଁ ନଈ
ସୁଖଦୁଃଖକୁ କରିଛି ଆପଣା
ଦୁହିଁଙ୍କୁ ଯେ କରିବ ନିଜର
ତାକୁ ଅଜ୍ଞାନ ଛୁଈଁପାରେନା ॥
ସୁଖ ପଛରେ ଯିଏ ଧାଈଁଛି
କଷଣ ଅଧିକ ପାଈଛି
ଦୁଃଖକୁ ଯେ ସୁଖ ମଣୁଛି
ଦୁନିଆଟା ସୁନ୍ଦର ସିଏ ଜାଣିଛି ॥
ମଣିଷ ଜୀବନ ଅଟଈ ଦୁର୍ଲଭ
କରିବା ଭଲ ମନ୍ଦ ବିଚାର
ଜୀବ ଥିବା ଯାଏଁ ଏ ଶରୀରରେ
ଅନୀତି କରମ କେବେ ନ କର ॥

ଦିପ୍ତୀଲେଖା ମିଶ୍ର, ବ୍ରହ୍ମପୁର, ଗଞ୍ଜାମ

0 Comments