Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଦୀପାବଳୀ - ରମ।କାନ୍ତ ମିଶ୍ର


ଦୀପାବଳୀ ର ଏ ପବିତ୍ର ପୂଜନ
ଜୀବନରେ ଆଣିଥଏ ଖୁସି ଦିନ
ମା ଲଖ୍ଖ୍ମୀ ବିରାଜନ୍ତି ଘରେ ଘରେ
କରନ୍ତି ମନ କାମନା ପୂର୍ଣ୍ଣ ଅଚିରେ
ଆଜି ର ଏ ଚିର ପବିତ୍ର ଦିବସରେ
ବନ୍ଧୁ ମାନେ ମୋର ଥାନ୍ତୁ ଖୁସିରେ |

ରମ।କାନ୍ତ ମିଶ୍ର 
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀ ବିହାର 
ଭୂବନେଶ୍ୱର - ୭୫୧୦୨୧ 
ମୋବାଇଲ - ୯୯୩୭୨୬୮୦୧୨

Post a Comment

0 Comments