
ଦୀପାବଳୀ ର ଏ ପବିତ୍ର ପୂଜନ
ଜୀବନରେ ଆଣିଥଏ ଖୁସି ଦିନ
ମା ଲଖ୍ଖ୍ମୀ ବିରାଜନ୍ତି ଘରେ ଘରେ
କରନ୍ତି ମନ କାମନା ପୂର୍ଣ୍ଣ ଅଚିରେ
ଆଜି ର ଏ ଚିର ପବିତ୍ର ଦିବସରେ
ବନ୍ଧୁ ମାନେ ମୋର ଥାନ୍ତୁ ଖୁସିରେ |
ରମ।କାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀ ବିହାର
ଭୂବନେଶ୍ୱର - ୭୫୧୦୨୧
ମୋବାଇଲ - ୯୯୩୭୨୬୮୦୧୨
[Use latest version of web browsers for better optimization & browsing experience of this website.]