ଶୁଣ ଭାଵଗ୍ରାହୀ - ସରୋଜ କୁମାର ଜେନା

0

କାହାକୁ ମାରୁଛ କାହାକୁ ତାରୁଛ
    କିଛି ମୋର ଲୋଡ଼ା ନାହିଁ,
ଜୀଵନ ପଥରେ ତୁମେ ଥାଅ ପ୍ରଭୁ
   ମୋ ଜୀବନେ ଛାଇ ହୋଇ ॥୧॥
ଜଗତର ନାଥ ଆହେ ଜଗନ୍ନାଥ
   ପ୍ରଭୁ ନୀଳାଦ୍ରି ଗୋସାଇଁ,
ଦୂରେ ଥାଇ କରୁଅଛି ଦଣ୍ଡବତ
   ଶୁଣ ତୁମ୍ଭେ ଭାଵଗ୍ରାହୀ ॥୨॥

ସରୋଜ କୁମାର ଜେନା, ପିତା-ସୁବାଷ ଚନ୍ଦ୍ର ଜେନା
ଗ୍ରାମ/ପୋ-ବାଲିଝରୀ, ଥାନା-କାନପୁର, ବ୍ଲକ-ନରସିଂହପୁର, ଜିଲ୍ଳା-କଟକ,
ମୋ-୮୦୧୮୫୨୬୫୩୬/୯୩୪୮୭୮୩୭୯୧

Post a Comment

0Comments
Post a Comment (0)