ମିତ୍ର ଓ ପରିବାର - ରମାକାନ୍ତ ମିଶ୍ର

0

ପ୍ରଶଂସାରେ ବିଗଳିତ ହୁଅ ନାହିଁ
ନିଂଦା ରେ ବିଚଳିତ ହୁଅ ନାହିଁ
କର୍ମ କରିବା ନିସ୍ବାର୍ଥ ହୋଇ
ଧରା କୁ ସରା ଞାନ କରିବା ନାହିଁ
ଏହି ଧରା ବକ୍ଷ ଉପରେ
ସବୁ କିଛି ଧରି ହୋଇ ରହିଯିବ
କହିଗଲେ ଶ୍ରୀକୃଷ୍ନ କଥା ଅତି ଗଭିର
ବିଜୟ ନା ପରାଜୟ କଣ ଦରକାର
ଜୀବନରେ ସଫଳତା ପାଇବାର
ବାଟ ହେଲା ମିତ୍ର ଆଉ ପରିବାର ।

ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀ ବିହାର 
ଭୂବନେଶ୍ୱର - ୭୫୧୦୨୧ 

Post a Comment

0Comments
Post a Comment (0)