Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପ୍ରତିଧ୍ୱନୀ - ରମାକାନ୍ତ ମିଶ୍ର

ଯାହା ଆମେ ପଠାଇବା
ତାହା ହିଁ ଫେରି ପାଇବା
ଯାହା ବି ଆମେ ବୁଣିବା
ତାହା ହିଁ ଆମେ କାଟିବା
ଅନ୍ୟ ପାଖେ ଅଛି ଯାହା
ଆମ ପାଖେ ଅଛି ତାହା
ମନ୍ତବ୍ୟ ଦିଅନି କାହାକୁ
ମନ୍ତବ୍ୟ ମିଳିବ ଆମକୁ
ବାଂଟି ଚାଲ ବିଶୁଦ୍ଧ ସ୍ନେହ
ଫେରି ଆସିବ ସବୁ ସ୍ନେହ |


ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮ ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧

Post a Comment

0 Comments