ଆମର୍ ପରବ୍ - ଘନଶ୍ୟାମ ସାହୁ

0
ରସରକେଲି ବୋ
ସମ୍ବଲପୁରର୍ ଶୀତଲ୍ ଷଷ୍ଠୀ ଦେଖି ଯିମା ବେଗେ ରେ
ଦେଖି ଯିମା ବେଗେ
ବିହାହେବେ ଭୁଲା ବାବା ମା ପାର୍ ବତୀର୍ ସାଙ୍ଗେ
ବାଜୁଥିବା ଦୁଲ୍ ଦୁଲି ମହୁରୀ
ନାଚ୍ ମା ବାବାର୍ ଆଗେ
ରସ ଯା ଚାଲିଯା ରେ
ବାହାର୍ ହେଲେ ଗୁଡ଼ି ଭିତ୍ ରୁ ଦେଖରେ
କେଡ଼େ ରଙ୍ଗେ ଢଙ୍ଗେ ରସ ଯା ଚାଲି ଯା ରେ ।୧।ରସରକେଲି ବୋ
ଧନୁଯାତ୍ରା ଦେଖି ଯିମା ବର୍ ଗଡ଼ ସହର ରେ
ବର୍ ଗଡ଼ ସହର
ବର୍ ଗଡ଼ ନାଇଁ ସେ ଆଏଜ୍ ମଥୁରା ନଗର
କଁସ ରଜା ବିଜେ ହେବେ ସଭାକେ
କହେଲା ଡଗର
ରସ ଯା ଚାଲିଯା ରେ
ଅମ୍ବାପାଲି ହେଲା ଗୁପପୁର ରେ
ଲୀଲା ଚକ୍ରଧରର୍ ରସ ଯା ଚାଲିଯା ରେ ।।୨।
ରସରକେଲି ବୋ
ବାଜୁଛେ ମାଦଲ୍ ,ତାସା ବାଜୁଛେ ମହୁରୀ ରେ
ବାଜୁଛେ ମହୁରୀ
ଘଣ୍ଟ୍ ଘୁଡେଇ ରଖିଥିବେ ମା ସମ୍ ଲେସିରୀ
ବଡା ପରବ୍ ନୂଆଁ ଖାଇ ଭେଟ୍ ଘାଟ୍
ପାଲ୍ ମା ମିଶିକରି
ରସ ଯା ଚାଲିଯା ରେ
ଭେଦ୍ ଭାବ୍ ଭୁଲି ହେମା ଗୁଟେଗା
ଦୁଃଖ୍ ଦେମା ପାଶିରି ରସ ଯା ଚାଲି ଯା ରେ ।।୩। (କ୍ରମଶଃ........)




ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ--ତ୍ରିଧାରା ସାହିତ୍ୟ ସଂସଦ ,ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ , ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର -- ୯୪୩୭୬୬୪୫୩୭,
ପିନ୍ କୋଡ -- ୭୫୯୧୨୭

Post a Comment

0Comments
Post a Comment (0)