ଛଳନା - ରମାକାନ୍ତ ମିଶ୍ର

0
ଆମେ ଫେରିଲେ କେତେ ବି ପଛକୁ
ଫେରି ପାଇବା ନାହିଁ କେବେ ଅତୀତ କୁ
ଆମେ ଏବେ ଅଛୁ ଯେଉଁ ଠାରେ
ଆରଂଭ କରିବା ଯଦି ସେହି ଠାରେ
ସମସ୍ୟା କୁ ପାରିବା ଶେଷ କରି
ବର୍ତ୍ତମାନକୁ ଜୀବନରେ ଜାଗ୍ରତ କରି
ସବୁଠାରୁ ଆଶ୍ଚର୍ଯ୍ୟ ହେଉଛି ଜୀବନର
ଜାଣୁ ନାହିଁ କିଏ ପର ଆଉ କିଏ ନିଜର
କିଏ ଆମ ପାଇଁ କରୁଛି ପ୍ରାର୍ଥନା
କିଏ ଆମ ସହ କରୁଛି ଛଳନା |


ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮ ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧

Post a Comment

0Comments
Post a Comment (0)