ଜୀବନରେ ସବୁଠାରୁ ବଡ ଶାନ୍ତି
ତେବେ କଣ ତା ହେଲେ ସେ ଶାନ୍ତି ?
ରହିବକୁ ହେଲେ ସଂପୂର୍ଣ୍ଣ ଶାନ୍ତିରେ
ନିଜ କର୍ତ୍ତବ୍ୟ କରି ଚIଲିବା ଅଚିରେ
ନାମ ଧରି ପ୍ରଭୁ ଜଗର୍ନ୍ନାଥଂକର
ଛାଡି ପାରିବା ନାହିଁ କର୍ତ୍ତବ୍ୟର ଦ୍ବାର |
ରମାକାନ୍ତ ମିଶ୍ର
ଶାନ୍ତି - ରମାକାନ୍ତ ମିଶ୍ର
August 07, 2018
0
[Use latest version of web browsers for better optimization & browsing experience of this website.]