Information

ଶାନ୍ତି - ରମାକାନ୍ତ ମିଶ୍ର

ଜୀବନରେ ସବୁଠାରୁ ବଡ ଶାନ୍ତି
ତେବେ କଣ ତା ହେଲେ ସେ ଶାନ୍ତି ?
ରହିବକୁ ହେଲେ ସଂପୂର୍ଣ୍ଣ ଶାନ୍ତିରେ
ନିଜ କର୍ତ୍ତବ୍ୟ କରି ଚIଲିବା ଅଚିରେ
ନାମ ଧରି ପ୍ରଭୁ ଜଗର୍ନ୍ନାଥଂକର
ଛାଡି ପାରିବା ନାହିଁ କର୍ତ୍ତବ୍ୟର ଦ୍ବାର |


ରମାକାନ୍ତ ମିଶ୍ର

Post a Comment