ଇ ଯୁଗରେ ତୁମେ ବଡ ଭଗବାନ ॥୧॥
ତୁମର ବଲେ ଗିରି, ଗୁବରଧନ କଁଅପେ
ଇ ଯୁଗର ରୁଗ, ଦୁଖ ତୁମକୁ ସଁଅପେ ॥୨॥
ବଡ ବଲବାନ ପୁଅ ଅଞ୍ଜନାର ତୁମେ
ସାଧୁ ମାନକୁ ବଁଚାଶ ମାରୁତି ନାମେ ॥୩॥
ରଘୁନାଥ ରଘୁନାଥ ବୋଲି କହି,
ପଲାଇ ଆଏଲ ଲଙ୍କା ଜାଲିଦେଇ ॥୪॥
ସମୁଦର ଡେଗି କରି ଆସିଗଲ ଲଙ୍କା,
ଡରିଗଲେ ଅସୁର ଶୁନି ତୁମର ହୁଁକା ॥୫॥
ମେଘନାଦର ଶରେ ମୁରଛା ଲଖନ,
ସନଜିବନୀ ଦେଇ କରି ରଖଲ ଜୀବନ ॥୬॥
ପାତାଲପୁର କେ ଯାଇ ରାମ କହିକରି,
ଅହିରାବନ ମାରି ଦେଇ ଆଏଲ ଫିରି ॥୭॥
ଗୁଟେ ହାତ ତୁମର ସାଧୁର ସେବକାରୀ,
ଆର ହାତ ତୁମର ଅସୁର ଥିସି ମାରି ॥୮॥
ଦେବତା, ମାନେ ମିଶି ତୁମକୁ କରନ ମିନତି,
ହନୁମାନ ନାମେ ଅଛେ ସତେ ବଡା ଶକତି ॥୯॥
ଯିଏ ପରଭୁ ହନୁମାନ ଆଲତି ଗାଏସି,
ବଏକୁଂଠ ଯାଇ ସେତ ବଡା ସୁଖ ପାଏସି ॥୧୦॥
ଲଙ୍କା ଭସମ କରିଦେଲ ତୁମହେ ହନୁମାନ,
କୁଶଲିରେ ହନୁ ଗୁନ କଲା "ଆର୍ତ୍ତ" ବଖାନ ॥୧୧॥
ବଙ୍କିଆ, ବୀ.ମା.ପୁର, ସୋନପୁର