ତୋର ବିନେ ଯିମୁଁ ଆମେ ମରି
ଦୁଖେ ମରୁଁଅଛୁ ଆମେ ତୋର ଛୁଆ ମାଁ
ତୋର ବିନେ କିଏ କରବା ପାରି
ତୋର ବିନେ ଯିମୁଁ ଆମେ ମର
ମାଁ ଗୋ ମୋର ମାଁ ସୁରେଶିରୀ ॥୧॥
ନଏଦ ମଝି ଅଟେ ତୋର ନଗରୀ ମାଁ
ତୁଇ ସୋନପୁର ଅଧିଶରୀ
ଗରବ ଅସହିନି ତୁଇ ତ ମାଁ ଗୋ
ଅନିଏ ତୋର ବଇରୀ
ମାଁ ଗୋ ମୋର... ଯିମୁଁ ଆମେ ମରି ॥୨॥
ମାରି ପାରୁ ତୁଇ ରଖିପାରୁ ତୁଈ ମାଁ
କରୁଛେଁ ତତେ ଗୁହାରୀ
ଅସିନ ମାସେ ତୁଇ ଦେଖାଦେଉ ମାଁ
ବଛରକୁ ଥରେ ବାହାରି
ମାଁ ଗୋ ମୋର... ଯିମୁଁ ଆମେ ମରି ॥୩॥
ଧଲା ଘୁଡା ଚଢି କରସୁ ତୁଇ ଗୋ ମାଁ
ଚାରହିକୁତି ସବାରୀ
ଘଣ୍ଟ, ଶଙ୍ଖ ଆଲତି ମହକୁଥିସି ମାଁ
ବାଜି ଉଠୁଥିସି ମହୁରୀ
ମାଁ ଗୋ ମୋର... ଯିମୁଁ ଆମେ ମରି ॥୪॥
ଥାବ ଖୁଜି ଖୁଜି ଅଥାବେ ଅଛେଁ ମାଁ
ନେ ତୁଈ ମତେ ଆଦରି
ଗୁଲଗୁଲା ହେଇ ରହୁଛେଁ ମା ଗୋ
ମୁଇଁ ତ ତୋର ଆଶିରି
ମାଁ ଗୋ ମୋର... ଯିମୁଁ ଆମେ ମରି ॥୫॥