
କମଲ୍ କହେସି ରଜା,
ଆ'ଢାପିଦେମି ଶୀତ୍ ଭଗେଇଦେମି
ପାଏଁବୁ ଗରମ୍ ମଜା ।
ପହ, ପହ ସକାଳୁ ଜୁଏ ଜଲୁଥିସି
ପୁଆଲ୍ ହେଇ ଲଦା,
ଠେଲାପେଲା ହେଇ ଜୁଏ ତାପ୍ସନ୍
ଲୋକ୍ ସେନୁ ହୁଦାହୁଦା ।
ଉଠ୍ବାର୍ ଲାଗି ମନ୍ ନାଇଁ ଲାଗେ
ଆର୍ ଛନେତ ସୁଇତି,
କଅଁଲି ଖରା ଭୂଇଁଥି ପଡ୍ଲେ
ତେତ୍କେ ପଛେଁ ଉଠ୍ତି ।
କାକର୍ ପାଏଁନ୍ ଚକ୍ମକ୍ କରେ
ଲୁଭ୍ ଲୁଭିଆ ଦୁରୁସ୍,
ଖରା ଆଏଁଲେ ପଲାତେଲ୍ ପଲାସି
କେନ୍ ଆଡେଁ ଭୁସ୍ ଭୁସ୍ ।
ଚାଷୀ ଯାଏଁ ଉଠି ଖେତ୍ ଖଲା ନିକେ
ଧାନ୍ ତୁନ୍ ସାଗ୍ ଆନି,
ବନଢଉଥିସୁ ଘରର୍ ଭୂଆସେନ୍
କୁକୁଡ଼ା ଡକାକେ ଜାନି ।
ଠେମରା, ପଦରପଡା, ସମ୍ବଲପୁର