
ଅଭିମାନୀ ପ୍ରିୟା ଗୁମାନ କରିଛି
ଭଲ ପାଉ ନାହିଁ ବୋଲି,
ଦୁଇ ଦିନ ହେଲା ଜିଦି ଧରି ଅଛି
ବାପ ଘର ଯିବ ଚାଲି ।।
ପ୍ରମାଣ ଦିଅନ୍ତି ଗଭୀରତା କେତେ
ଥାଆନ୍ତା ଯଦି ମାପକ,
ଉତ୍ତୀର୍ଣ୍ଣ ହୁଅନ୍ତି ଭଲ ପାଇବାରେ
ପୂରଣ କରି ଶତକ ।।
# ପ୍ରଦୀପ କୁମାର ପ୍ରଧାନ #
ଅଧ୍ୟାପକ, ଇଂରେଜୀ ବିଭାଗ
ଡି. ଏ. ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର