କବିତା - କୋସଲି ଭାଗବତ - ଫାଲଗୁନି ରଣା

0
ଜଏ ଗୋବିନ୍ଦ ଜଏ ଗୋବିନ୍ଦ ଜଏ ଗୋବିନ୍ଦ ଜଏ।
ପାହାଁ ତଲୁଁ ତାର୍ ଅଣେଲ୍ ରସ୍ ଟା ନିଥରି ପଡ଼ୁଥାଏ।।1
ହେଇ ରସ୍ କେ ବରଜ୍ ନାରୀ ପିଇଲେ ଢୋକି ଢୋକି।
ଛାନିର୍ ଉଛ୍ନା ବୁହେଲା ବାଗିର୍ ତୁଁଡ଼େ ହେଊଥାଏ ରୁକି।।2
ଧଏନ୍ ତାକର୍ କରମ୍ ଧରମ୍ ଜୀବନ୍ ତାକର୍ ଧଏନ୍।
ଇ ସଁସାରୁ ତରି ଯାଇଛନ୍ କରି ଧରମ୍ ମାଏନ୍।।3
ହେଥିର୍ ଲାଗି ତାକର୍ ଠାନେ ସଁପି ଦେଇଛେଁ ମନ୍।
ହାଏ କୁଷ୍ଟଁ ହାଏ କୁଷ୍ଟଁ ବଲି ଯାଉ ମୋର୍ ଜୀବନ୍ନ୍।।4
(କୋସଲି ଭାଗବତ -ପହେଲା ଖଁଡ଼୍ ର କିଛି ପଦ)
ରଚନା- ଫାଲଗୁନି ରଣା
ମହୁଆଭଟା, ନୂଆପଡ଼ା


ରଚନା : ଫାଲଗୁନି ରଣା

ଠିକଣା : ମହୁଆଭଟା, ନୂଆପଡ଼ା (ବ୍ଲକ୍), ଜି-ନୂଆପଡ଼ା (national collage nuapada ରେ ଅଧ୍ୟୟନ) ଦୂରଭାଷ : 9861753727


Post a Comment

0Comments
Post a Comment (0)