
ଚାଲ ଆମେ ଭୋଟ ଦେବା
ଆମ ନେତାକୁ ଆମେ ବାଛିବା
ଚାଲ ଆମେ ଭୋଟ ଦେବା
ଉଛର ନକରି ବେଳହୁଁ କାମ ସାରିବା
ଚାଲ ଆମେ ଭୋଟ ଦେବା
ପାଞ୍ଚ ବରଷକୁ ଆସିଛି ସୁଯୋଗ
କାହିଁ ଆମେ ହାତଛଡା କରିବା
ଚାଲ ଆମେ ଭୋଟ ଦେବା
ଏତ ଗଣତନ୍ତ୍ରର କଥା
ନିଜ ହାତେ ଶାସନ କଥା
ଏମିତି ସୁଯୋଗ
କିଆଁ ହାତରୁ ଖସାଇ ଦେବା
ଚାଲ ଆମେ ଭୋଟ ଦେବା
ନିରପକ୍ଷ ହୋଇ ଭୋଟ ଖଣ୍ଡକ
ସଠିକ ପାର୍ଥିକୁ ଦେବା
ଚାଲ ଆମେ ଭୋଟ ଦେବା
ହେବା ନାହିଁ ପ୍ରଲୋଭିତ
ଭିଡିବାନି କାହାପାଖ
ହାତ ଗୁଞ୍ଜା ନେଇ ମୁଣ୍ଡ ବିକିଦେଇ
ହାତରୁ ସୁଯୋଗ ଟିକକ
କିଆଁ ଖସାଇ ଦେବା
ଚାଲ ଆମେ ଭୋଟ ଦେବା
ଦେଶ ଚାହୁଁଛି ଲଢୁଆ ନେତା
କଥାରେ କାମରେ ସ୍ପଷ୍ଟ ବାଦିତା
ବହୁମୂଲ୍ୟ ଭୋଟ ଖଣ୍ଡକ
କିଆଁ ବ୍ୟର୍ଥକରିବା
ଚାଲ ଆମେ ଭୋଟ ଦେବା
ଏସନ ହୁଡିଲେ ପାଞ୍ଚବରଷ ଯାଏ
ହନ୍ତସନ୍ତ କିଆଁ ହେବା
ଚାଲ ଆମେ ଭୋଟ ଦେବା
ସବୁକଥା ଭୁଲି ସଠିକ ନେତା ହାତେ
ଦେଶ ଟେକିଦେଇ ନିଶ୍ଚିନ୍ତ ହେବା
ଚାଲ ଆମେ ଭୋଟ ଦେବା
ଜିଲ୍ଲା ସଂଯୋଜକ
ନିର୍ବାଚନ ସ୍ବତନ୍ତ୍ର ପରିଦର୍ଶକ, ଭିନ୍ନକ୍ଷମ ବିଭାଗ, ବାଲେଶ୍ବର
ଚାଲ ଆମେ ଭୋଟ ଦେବା
ଉଛର ନକରି ବେଳହୁଁ କାମ ସାରିବା
ଚାଲ ଆମେ ଭୋଟ ଦେବା
ପାଞ୍ଚ ବରଷକୁ ଆସିଛି ସୁଯୋଗ
କାହିଁ ଆମେ ହାତଛଡା କରିବା
ଚାଲ ଆମେ ଭୋଟ ଦେବା
ଏତ ଗଣତନ୍ତ୍ରର କଥା
ନିଜ ହାତେ ଶାସନ କଥା
ଏମିତି ସୁଯୋଗ
କିଆଁ ହାତରୁ ଖସାଇ ଦେବା
ଚାଲ ଆମେ ଭୋଟ ଦେବା
ନିରପକ୍ଷ ହୋଇ ଭୋଟ ଖଣ୍ଡକ
ସଠିକ ପାର୍ଥିକୁ ଦେବା
ଚାଲ ଆମେ ଭୋଟ ଦେବା
ହେବା ନାହିଁ ପ୍ରଲୋଭିତ
ଭିଡିବାନି କାହାପାଖ
ହାତ ଗୁଞ୍ଜା ନେଇ ମୁଣ୍ଡ ବିକିଦେଇ
ହାତରୁ ସୁଯୋଗ ଟିକକ
କିଆଁ ଖସାଇ ଦେବା
ଚାଲ ଆମେ ଭୋଟ ଦେବା
ଦେଶ ଚାହୁଁଛି ଲଢୁଆ ନେତା
କଥାରେ କାମରେ ସ୍ପଷ୍ଟ ବାଦିତା
ବହୁମୂଲ୍ୟ ଭୋଟ ଖଣ୍ଡକ
କିଆଁ ବ୍ୟର୍ଥକରିବା
ଚାଲ ଆମେ ଭୋଟ ଦେବା
ଏସନ ହୁଡିଲେ ପାଞ୍ଚବରଷ ଯାଏ
ହନ୍ତସନ୍ତ କିଆଁ ହେବା
ଚାଲ ଆମେ ଭୋଟ ଦେବା
ସବୁକଥା ଭୁଲି ସଠିକ ନେତା ହାତେ
ଦେଶ ଟେକିଦେଇ ନିଶ୍ଚିନ୍ତ ହେବା
ଚାଲ ଆମେ ଭୋଟ ଦେବା
ଜିଲ୍ଲା ସଂଯୋଜକ
ନିର୍ବାଚନ ସ୍ବତନ୍ତ୍ର ପରିଦର୍ଶକ, ଭିନ୍ନକ୍ଷମ ବିଭାଗ, ବାଲେଶ୍ବର
Sent from my Samsung Galaxy smartphone.