ଜୟ ଜୟ ଭୋଳା ଶଙ୍କର - ସରୋଜ କୁମାର ଜେନା

ଜୟ ଜୟ ଭୋଳା ଶଙ୍କର - ସରୋଜ କୁମାର ଜେନା


ଆଜି ସୋମ ବାର  ।
ଯାଅ ଶିବ ମନ୍ଦିର  ।।
ଦର୍ଶନ କରି ମାଗିଵ ଵର । 
ଶିବ ତୋଶିଵେ ତୁମ ମନ ହର ।। 
ଦେଵାଧି ଦେଵ ସେ ହରହର ।
ତ୍ରିନୟନ ଖୋଲିଲେ ବ୍ରହ୍ମାଣ୍ଡ ହୁଏ ଥର ହର ।।       
କେତେ ବେଳେ ତପ ଵର । 
ଆଉ କେତେ ବେଳେ କୋପ ଵର ।। 
ଯପିଵ ଓଁ ନମଃ ଶିବାୟ ପାଞ୍ଚା କ୍ଷର ।
 ଲଭିବେ ଶିବ ଦୁଃଖ ହେବ ଦୁର   ।।
ଯଦି କରିବ ଷୋଳ ସୋମବାର ।
ନିଶ୍ଚିତ ପାଇବ ମନ ଇଛା ବର   ।।               
ଏହା ପୁରାଣେ  ବର୍ଣ୍ଣିତ ଅଛି ଶିଵଙ୍କର । 
ଶାନ୍ତି କର ମସ୍ତକେ ଢାଳି କ୍ଷୀର  ।। 
ନବ ଦୁଦୁରା ,ଅରଖ,ଗୟସ ବେଲ ପତର ।
ତା ସାଙ୍ଗେ ଢାଳିବ କ୍ଷୀର  ।।
ଯଦି ପାରୁଛ ମହା ମୃତ୍ୟୁଞ୍ଜୟ ଜପ କର ।
ନିଶ୍ଚିତ ରୋଗ ହୋଇବ ଦୁର ।।   
ଯଦି ଜାଳିବ ଜାଗର ।
ନିଶ୍ଚିତ ପାଇବ ଶୁଭ ଖଵର ।।
ମାନ ଶିକ ଯଦି ପୁରଣ ହୋଇବ ଯାର ।
୧୦୮ କଳସ ପାଣି ଢାଳି ରୁଦ୍ରା ଭିଷେକ କର ।।
ତାଙ୍କର ପ୍ରିୟ ଫୁଲ ନାଗେଶ୍ୱର ।
ସେଥିପାଇଁ ତାଙ୍କ ନାମ ନୀଳ କଣ୍ଠେଶ୍ୱର ।।         
ବେକରେ ତୁମର ସର୍ପ ହାର ।
ମସ୍ତେକେ ପାଉଁଶ ଚିତାର  ଗାର ।।
ଯେବେ ନାଚ ନଟ ରାଜ ହେ ହର ହର ।
ମେଦିନି କମ୍ଫିତ ହୁଏ ଥର ହର ।।
ଦୋଷ ଥିଲେ କ୍ଷମା କର ।
ହେ ଭୋଳା ଶଙ୍କର ।।                                         
ତୁମକୁ କୋଟି ନମଷ୍କାର ।
ବ୍ରହ୍ମାଣ୍ଡ ବାସିକୁ ଦିଅ ଅଭୟ ବର ।।                                                         
ଜୟ ଜୟ ଭୋଳା ଶଙ୍କର ।

ସରୋଜ କୁମାର ଜେନା
ବାଲିଝରୀ, ନରସିଂହପୁର, କଟକ

0 Comments