ମା ଭଟ୍ଟାରିକା - ସରୋଜ କୁମାର ଜେନା

ମା ଭଟ୍ଟାରିକା - ସରୋଜ କୁମାର ଜେନା


ବଡ଼ମ୍ବା ଗଡ଼ରେ ରହିଲୁ ତୁହି ମା
ଜୟ ମା ବୃହଦ୍ଦମ୍ବିକା ,
ତ୍ରିପୁରା ସୁନ୍ଦରୀ ନାମରେ ପୂଜିତା
ତୁହି ମାଆ ଭଟ୍ଟାରିକା ।୧।
ଚିରୋସ୍ରୋତା ମହାନଦୀ ତଟ୍ଟ କକ୍ଷେ
ପର୍ଶୁରାମ ପୀଠ ନାମେ ,
ସବୁଜିମା ପୂର୍ଣ୍ଣ ରତ୍ନଗିରି ବକ୍ଷେ
ପୂଜିତା ଶଶାଙ୍ଗ ଗ୍ରାମେ ।୨।
ମହାଷ୍ଟମୀ ମାର ଜନ୍ମ ତିଥି ଜାଣ 
ଶ୍ରୁତି ଡେରି ଭକ୍ତ ଶୁଣ ,
ନିଶିରେ ଉଭା ଯାତ ହୁଏ ସମ୍ପର୍ଣ୍ଣ
ଦେଖିଥାନ୍ତି ଭକ୍ତ ଗଣ ।୩।
ଅନେକ କଥା ମାର ଅଛି ରଚିତା
ଆଜି ମହାଷ୍ଟମୀ ପର୍ବ ,
ମହାମାୟୀ ଭଟ୍ଟାରିକା ନାମେ ଖ୍ୟାତ
ଓଡିଶା କରେ ଗୌରବ ।୪।

ସରୋଜ କୁମାର ଜେନା
ଗ୍ରାମ-ବାଲିଝରୀ, ଥାନା-କାନପୁର, ବ୍ଲକ-ନରସିଂପୁର, ଜିଲ୍ଲା-କଟକ
ମୋ- ୮୦୧୮୫୨୬୫୩୬/୯୩୪୮୭୮୩୭୯୧

0 Comments