Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କାହା ପାଇଁ ଲେଖିବି କବିତା - ପ୍ରଦୀପ ମହାକୁଡ଼


କାହାପାଇଁ ଲେଖିବି କବିତା
ଯା ପାଇଁ ଲେଖୁଥିଲି କବିତା
ସିଏତ ଛାଡି ଯେ ଚାଲିଗଲା !!

କାହାପାଇଁ ଲେଖିବି କବିତା
ଯିଏ ରାତି ଦିନ ପଢୁଥିଲା
ସିଏ ଅଧାବାଟେ ଛାଡିଦେଲା !!

କାହାପାଇଁ ଲେଖିବି କବିତା
ଯିଏ ସକାଳରୁ ସଞ୍ଜ ଯାଏ
କରୁଥିଲା ସେ ମୋତେ ପ୍ରଶଂସା

କାହାପାଇଁ ଲେଖିବି କବିତା
ଆଜି ମୋତେ ଛାଡି ଚାଲିଗଲା
ଆଉ ଲେଖିବି ନାହିଁ କବିତା

ପ୍ରଦୀପ ମହାକୁଡ଼
ବ୍ରାହ୍ମଣୀଗାଁ, ବୈକୁଣ୍ଠପୁର, ବାସୁଦେବପୁର,
ଭଦ୍ରକ, ମୋ-୯୧୮୨୮୩୫୩୩୦

Post a Comment

0 Comments