ଛୋଟ

0
ଛୋଟ ଗୋଟିଏ ଆଲିଂଗନ
ବଡ ଖୁସି କରେ ପ୍ରଦାନ
ଛୋଟ ଟିଏ ମହମବତୀ
ଦୂର କରେ ଅଂଧାର ରାତି
ଛୋଟ ଛୋଟ ସ୍ମୃତି ସଂଭାର
ଜୀବନ ଯାକ ଉଜାଗର
ଛୋଟ ଛୋଟ ମହତ ବାଣୀ
ବଡ ଗ୍ୟାନ ଦିଅଇ ଆଣି |
ରମା କାନ୍ତ ମିଶ୍ର

Post a Comment

0Comments
Post a Comment (0)