OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଘରକୁ ସୁନ୍ଦର ଦିଶଇ ଘରଣୀ - କେ. ନିର୍ମଳ

ଘରକୁ ସୁନ୍ଦର ଦିଶଇ ଘରଣୀ - କେ. ନିର୍ମଳ

ଗାଲ ପାଇଁ ସିନା ନାଲି ରଙ୍ଗ ଶୋଭା
ବାଳ ପାଇଁ କଳା ରଙ୍ଗ,
ଆଖି ପାଇଁ ନୀଳ ସୁନ୍ଦର ଦିଶଇ
ହଳଦୀ ହାତର ସଙ୍ଗ ।

ଗୋଲାପୀ ଶୋହଇ ସପନ ପାଇଁକି
ଧଳା ରଙ୍ଗ ମନ ପାଇଁ,
ଘରକୁ ସୁନ୍ଦର ଦିଶଇ ଘରଣୀ
ଥିଲେ ତୁମ ବାଟ ଚାହିଁ ।।


◆ କେ. ନିର୍ମଳ
◆ ଭଦ୍ରକ,ବାସୁଦେବପୁର (ଜଗନ୍ନାଥି)
◆ ମୋବାଇଲ: ୯୫୬୬୧୧୩୬୦୭

0 Comments