କହ କହ ବଲି କହୁଥିବ ଯଦି
କହେମି କେନ କଥା
ଜାନି ଜାନି କରି ତମେ
କରୁଛି ମତେ ଅଥା
ଏନ୍ତା କଲେ ନାଇଁ ହେତା,,
ତୁମେ କହିଦେତ I love u💘 ବଲି
ମୁଇଁ love u💘🌹କହେଲେ ଟୁଟି ଜିତା ।
ଆଇ ଲଭ ଇଉ - ଫିରୋଜ କୁମାର ପଟେଲ
September 07, 2018
0
[Use latest version of web browsers for better optimization & browsing experience of this website.]