Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଆଇ ଲଭ ଇଉ - ଫିରୋଜ କୁମାର ପଟେଲ

କହ କହ ବଲି କହୁଥିବ ଯଦି
କହେମି କେନ କଥା
ଜାନି ଜାନି କରି ତମେ
କରୁଛି ମତେ ଅଥା
ଏନ୍ତା କଲେ ନାଇଁ ହେତା,,
ତୁମେ କହିଦେତ I love u💘 ବଲି
ମୁଇଁ love u💘🌹କହେଲେ ଟୁଟି ଜିତା ।

Post a Comment

0 Comments