
କବି କେବେ ଲୋଡ଼େ ନାହିଁ
ମାନ ସନମାନ,
କବିର ସଂକଳ୍ପ ସୃଷ୍ଟି
ନିତ୍ୟ, ସନାତନ ।।
ଚାଷ ହୁଡ଼ିଲେ ଯେସନ
ହାରେ ନାହିଁ ଚଷା,
ହାରେନା ତେସନ କବି
ସାହିତ୍ୟ ବେଉସା ।।
# ପ୍ରଦୀପ କୁମାର ପ୍ରଧାନ #
ଅଧ୍ୟାପକ, ଇଂରେଜୀ ବିଭାଗ
ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର
[Use latest version of web browsers for better optimization & browsing experience of this website.]