Ad

header ads

କବିତା - କବିର ସଂକଳ୍ପ - ପ୍ରଦୀପ କୁମାର ପ୍ରଧାନ


କବି କେବେ ଲୋଡ଼େ ନାହିଁ
ମାନ ସନମାନ,
କବିର ସଂକଳ୍ପ ସୃଷ୍ଟି
ନିତ୍ୟ, ସନାତନ ।।

ଚାଷ ହୁଡ଼ିଲେ ଯେସନ
ହାରେ ନାହିଁ ଚଷା,
ହାରେନା ତେସନ କବି
ସାହିତ୍ୟ ବେଉସା ।।

# ପ୍ରଦୀପ କୁମାର ପ୍ରଧାନ #
ଅଧ୍ୟାପକ, ଇଂରେଜୀ ବିଭାଗ
ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର


ରଚନା : ପ୍ରଦୀପ କୁମାର ପ୍ରଧାନ

ଠିକଣା : ଅଧ୍ୟାପକ, ଇଂରେଜୀ ବିଭାଗ, ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର,  ଦୂରଭାଷ : ୮୭୬୩୬୨୯୨୮୨

Post a Comment

0 Comments