କବିତା - ସମୟ -ରୀତା ଅପରାଜିତା ମହାନ୍ତି

0
ସମୟ କେତେ ବଦଳିଗଲାଣି
ଆଜି ବି ଭାବି ହେଉନି।
ସେ କାଗଜ ଡ଼ଙ୍ଗା ର ନାଆ
ସେ ବୋହୁଚୋରି ,ସେ ଲୁଚକାଳି ଖେଳ
କେଉଁଠି ହଜିଗଲା ସମୟର ତାଡନା
ଏବେ ସେଇ ମୁଁ ଅଛି

ଆଉ ମୋର ଧରା ବନ୍ଧା ଜୀବନ।
ସତରେ ସମୟ ଆମକୁ
ଯେଉଁଠି ଟାଣିଆଣି ପକେଇଦିଏ
ଆମେ ରାସ୍ତା ହିଁ ବାଛୁ
ତା ଛଡ଼ା ଆମ ହାତ ରେ
କଣ କିଛି ଚାରା ଥାଏ କି .........????

ପ୍ଲଟ ନ -୮୩(ସି) ,ଆମ୍ରପଲ୍ଲୀ ,ଭୁବନେଶ୍ୱର -୨୧ 

ରଚନା : Reeta aparajeeta Mohanty

ଠିକଣା : Bhubaneswar -21 ଦୂରଭାଷ : 9338584857


Post a Comment

0Comments
Post a Comment (0)