
ଭାବନା ରାଇଜେ
ଦିଏନା ସିଏତ ଧରା
କଥାରେ କଥାରେ
ଭାବ ଦିଆନିଆ
କଥାରେ ଗଢେ ଦୁନିଆ ।
କଥା ପୁଣି ଦୁଃଖ ଭରିଦିଏ
କଥା ଦିଏ ମନେ କଷ୍ଟ
ସେହି କଥାକୁ ଗଣ୍ଠି କରିଥିଲେ
ସଫଳତା ମିଳେ ନିଶ୍ଚିତ।
କଥାରେ ଆଦର କଥାରେ ସ୍ନେହ
କଥା ଭରି ଦିଏ ପ୍ରାଣ
କଥାର ମହତ୍ବ ବୁଝେ ଯିଏ
ଅମୃତ ସହ ସମତୁଲ।
❤❤❤
ଜମ୍ବେଶ୍ବରପୁର, ବାଲେଶ୍ବର
ଦିଏନା ସିଏତ ଧରା
କଥାରେ କଥାରେ
ଭାବ ଦିଆନିଆ
କଥାରେ ଗଢେ ଦୁନିଆ ।
କଥା ପୁଣି ଦୁଃଖ ଭରିଦିଏ
କଥା ଦିଏ ମନେ କଷ୍ଟ
ସେହି କଥାକୁ ଗଣ୍ଠି କରିଥିଲେ
ସଫଳତା ମିଳେ ନିଶ୍ଚିତ।
କଥାରେ ଆଦର କଥାରେ ସ୍ନେହ
କଥା ଭରି ଦିଏ ପ୍ରାଣ
କଥାର ମହତ୍ବ ବୁଝେ ଯିଏ
ଅମୃତ ସହ ସମତୁଲ।
❤❤❤
ଜମ୍ବେଶ୍ବରପୁର, ବାଲେଶ୍ବର
Sent from my Samsung Galaxy smartphone.