ବାଟ - ରମାକାନ୍ତ ମିଶ୍ର

0

ଧୋକା ଖାଆନ୍ତି ଲୋକେ ସରଳତାରେ
ଅବିଶ୍ବାସୀ ଠାରୁ ଅତି ବିଶ୍ବାସରେ
ବଡ କଷ୍ଟ ହୁଏ ଅବିଶ୍ବାସୀ ଲୋକଂକୁ
ଥରେ ନେଇ ଗଲେ ନିଜ ବିଶ୍ବାସ କୁ
ଆମେ ବାସ୍ତବରେ କେତେ ଶିଷ୍ଟ
ଆମ ଆଚରଣ କରି ଥାଏ ସ୍ପଷ୍ଟ
କାହାରି ଜୀବନ ନୁହଁଇ ଛୋଟ
ବିଳଂବରେ ଆମେ ଧରି ଥାଉ ବାଟ
ଚିରଂତନ ସତ୍ୟ କୁ ଚିହ୍ନିବାର
ପୂର୍ବ ରୁ ବେଳ ଆସେ ଫେରିବାର |

ରମାକାନ୍ତ ମିଶ୍ର 
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀ ବିହାର, ଭୁବନେଶ୍ୱର - ୭୫୧୦୨୧ 
ଭ୍ରାମ୍ୟଭାଷ - ୯୯୩୭୨୬୮୦୧୨

Post a Comment

0Comments
Post a Comment (0)