ଏଇ ମନ - ରମାକାନ୍ତ ମିଶ୍ର

0

ମନଟିଏ ତିଆରି କର ଯାହା
କଥାକୁ ମନରେ ନେବ ନାହିଁ
ହୃଦୟଟିଏ ପ୍ରସ୍ତୁତ କର ଯାହା
କେବେ ବି ଦୁଃଖିତ ହେବ ନାହିଁ
ସ୍ପର୍ଶ ଟିଏ ପ୍ରଦାନ କର ଯାହା
କେବେବି ଯନ୍ତ୍ରଣା ଦେବ ନାହିଁ
ସମ୍ବନ୍ଧ ଟିଏ କରି ଚାଲ ଯାହା
କେବେବି ଶେଷ ହେବ ନାହିଁ ।

ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮ , ଶୈଳଶ୍ରୀ ବିହାର 
ଭୁବନେଶ୍ୱର - ୭୫୧୦୨୧, ଭ୍ରାମ୍ୟଭାଷ : ୯୯୩୭୨୬୮୦୧୨

Post a Comment

0Comments
Post a Comment (0)