
ବନ୍ଧୁର ଏଇ ଦୁର୍ଗମ ପଥେ
ହେ ! ଜୀବନ କ୍ରାନ୍ତିବୀର
ବନ୍ଧନ ଫେଇ ସମ୍ମୁଖେ ହୁଅ
ନିର୍ଭୟେ ଆଗୁସାର,
ଆସନ୍ତାକାଲିର ତରୁଣ ସୂର୍ଯ୍ୟ
ତୁମ ପାଇଁ ପ୍ରତୀକ୍ଷାରେ
ସମାଜ ନକହୁ - ସମୟ କହିବ
ତା'ର… ଇତିହାସ ପୃଷ୍ଠାପରେ ।।
ନାଶିକେଶ୍ଵର, କାକଟପୁର, ପୁରୀ
ମୋ - ୮୦୦୦୦୭୨୬୨୯
VOL.IX, ISSUE.IX, SEPTEMBER-2025
Published By Banamallira Mahak