ପ୍ରତିଧ୍ବନୀ

0
ଯାହା ଆମେ ପଠାଇବା
ତାହା ହିଁ ଫେରି ପାଇବା
ଯାହା ବି ଆମେ ବୁଣିବା
ତାହା ହିଁ ଆମେ କାଟିବା
ଅନ୍ୟ ପାଖେ ଅଛି ଯାହା
ଆମ ପାଖେ ଅଛି ତାହା
ମନ୍ତବ୍ୟ ଦିଅନି କାହାକୁ
ମନ୍ତବ୍ୟ ମିଳିବ ଆମକୁ
ବାଂଟି ଚାଲ ବିଶୁଦ୍ଧ ସ୍ନେହ
ଫେରି ଆସିବ ସବୁ ସ୍ନେହ |
ରମା କାନ୍ତ ମିଶ୍ର

Post a Comment

0Comments
Post a Comment (0)