
କେବେ କିଏ ପଚାରିଚ ଝରଣାକୁ
କାହିଁକି ହୁଏ ସେ ଅମାନିଆ
ବନ୍ଧବାଡ ଭୂଲି ଦୁଇକୂଳ ଖାଇ
ଧାଇଁଥାଏ ସେ ହୋଇ ଛାନିଆ
କେବେ ପଚାରିଚ ପାହାନ୍ତି ତାରାକୁ
କାହାକୁ ସଦା ଖୋଜୁଥାଏ
ରାତିସାରା ସିଏ ରହି ଉଜାଗର
ବଇଠା ଜାଳି ବସିଥାଏ
ପଚାରିଛ କେବେ ନିଜ ମନକୁ
କାହିଁକି ହୁଏ ଏତେ ଚଗଲା
ଖିଆଲରେ ଦିନ ବିତାଇବାକୁ
ଭୁଲିଯାଏ ସେ ନିଜ ଠିକଣା
କଣ ମିଳେ ଟିକି ତାରାକୁ
ରାତିସାରା ସେ ଥାଏ ଅନାଇ
ସୂରୁଜ ଆସିଲେ ଛପିଯାଏ
ଆକାଶେ ନାଲି ମୂରୁଜ ଦେଇ
ଦୁନିଆ ଘୂରୁଛି ଆମେବି ଘୂରୁଛୁ
ନାହିଁତାର କିଛି ଆଦିଅନ୍ତ
ଟିକିଏ ଶରଧା ଭଲପାଇବା ପାଇଁ
ଜିବନତ ହୁଏ ହନ୍ତସନ୍ତ
ସୁଧାକର ସେଠୀ
ଜମ୍ବେଶ୍ବରପୁର,ବାଲେଶ୍ବର
୯୩୩୭୬୮୧୫୨୪
ବନ୍ଧବାଡ ଭୂଲି ଦୁଇକୂଳ ଖାଇ
ଧାଇଁଥାଏ ସେ ହୋଇ ଛାନିଆ
କେବେ ପଚାରିଚ ପାହାନ୍ତି ତାରାକୁ
କାହାକୁ ସଦା ଖୋଜୁଥାଏ
ରାତିସାରା ସିଏ ରହି ଉଜାଗର
ବଇଠା ଜାଳି ବସିଥାଏ
ପଚାରିଛ କେବେ ନିଜ ମନକୁ
କାହିଁକି ହୁଏ ଏତେ ଚଗଲା
ଖିଆଲରେ ଦିନ ବିତାଇବାକୁ
ଭୁଲିଯାଏ ସେ ନିଜ ଠିକଣା
କଣ ମିଳେ ଟିକି ତାରାକୁ
ରାତିସାରା ସେ ଥାଏ ଅନାଇ
ସୂରୁଜ ଆସିଲେ ଛପିଯାଏ
ଆକାଶେ ନାଲି ମୂରୁଜ ଦେଇ
ଦୁନିଆ ଘୂରୁଛି ଆମେବି ଘୂରୁଛୁ
ନାହିଁତାର କିଛି ଆଦିଅନ୍ତ
ଟିକିଏ ଶରଧା ଭଲପାଇବା ପାଇଁ
ଜିବନତ ହୁଏ ହନ୍ତସନ୍ତ
ସୁଧାକର ସେଠୀ
ଜମ୍ବେଶ୍ବରପୁର,ବାଲେଶ୍ବର
୯୩୩୭୬୮୧୫୨୪
Sent from my Samsung Galaxy smartphone.
ଆପଣ ଯଦି ଏହି ବିଷୟଟି ପଢି ସାରିଛନ୍ତି, ତେବେ ଗଠନ ମୂଳକ ପ୍ରତିକ୍ରିୟା ପ୍ରଦାନ କରନ୍ତୁ ।