• ପ୍ରତିଯୋଗିତା ସମୟ : ତା- ୨୨.୦୫.୨୦୨୫ ଓ ଶେଷ ତା- ୨୧.୦୬.୨୦୨୫

  • ବର୍ଗ : ଓଡିଆ ଗଳ୍ପ

  • ବିଷୟ : ଆପଣ ନିଜ ପସନ୍ଦର ଗଳ୍ପଟିଏ  ଲେଖି ଗଳ୍ପଟିର ଶୀର୍ଷକ ନିଜ ପସନ୍ଦରେ ବାଛି ପାରିବେ । କ୍ଷୁଦ୍ରଗଳ୍ପଟି ଏକ ହଜାର ଶବ୍ଦ ମଧ୍ୟରେ ସୀମିତ ରହିବା ଆବଶ୍ୟକ ।

  • ଫଳାଫଳ ଘୋଷଣା : ତା- ୧୫.୦୭.୨୦୨୫

  • ନିମ୍ନ ପ୍ରଦତ୍ତ ଲିଙ୍କ ଉପରେ କ୍ଲିକ କରି ଆପଣଙ୍କ କ୍ଷୁଦ୍ରଗଳ୍ପଟି ଦାଖଲ କରନ୍ତୁ ।

(full-width)