Submit Audio

Submit Audio

ବଣମଲ୍ଲୀ ରେଡିଓକୁ କିଭଳି ଆପଣଙ୍କ କଣ୍ଠସ୍ଵର ପଠାଇବେ ?

ନିଜ କଣ୍ଠସ୍ଵର ପଠାଇବାପାଇଁ ପ୍ରଥମେ ଆପଣଙ୍କ ମୋବାଇଲ ଫୋନ ରେକର୍ଡ ମାଧ୍ୟମରେ ନିଜର ଗଳ୍ପ, କବିତା, ପ୍ରବନ୍ଧ ଆଦି ରେକର୍ଡ କରି ସେଭ କରନ୍ତୁ । ଏହାପରେ ନିମ୍ନପ୍ରଦତ୍ତ BMM MP3 AUDIO ଲିଙ୍କରେ ଆଗକୁଯାଇ Open files ମାଧ୍ୟମରେ ପୂର୍ବ ପ୍ରସ୍ତୁତ ରେକର୍ଡିଙ୍ଗ ଫାଇଲକୁ ଅପଲୋଡ କରି ତଳକୁ ଥିବା Convert ଲିଙ୍କରେ କ୍ଲିକ କରନ୍ତୁ । କିଛି ସେକେଣ୍ଡ ବା ମିନିଟରେ Download ଲିଙ୍କ ଦେଖିପାରିବେ । ଏଥର ଡାଉନଲୋଡ କରିନିଅନ୍ତୁ ଏବଂ ସେହି ଫାଇଲକୁ ଆମ ନିକଟକୁ SUBMIT AUDIO ଲିଙ୍କରେ ପଠାନ୍ତୁ ।


First Step

Second Step
SUBMIT AUDIO