Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଗାଁ ମାଟିର ବାସନା

Natural beauty of Odisha village

ଗାଁ ର ପ୍ରାକୃତିକ ପରିବେଶ ମଧ୍ୟରେ ଜୀବନ ଯାପନ କରନ୍ତିକି ?
ଆପଣ ନିଜ ଗାଁ କୁ ଖୁବ ଭଲ ପାଆନ୍ତି କି ??

ଯଦି ହଁ

ତେବେ ଆପଣଙ୍କ ମୋବାଇଲ ଫୋନ କିମ୍ବା କ୍ୟାମେରାରେ ଆପଣଙ୍କ ପ୍ରିୟ ଗାଁ ର ଐତିହ୍ୟ, କିମ୍ବଦନ୍ତୀ, ପ୍ରାକୃତିକ ଚିତ୍ର, ମନ୍ଦିର ଏବଂ ବିଶେଷ ପର୍ବପର୍ବାଣୀର ଝଲକ (ଫଟୋ ଏବଂ ଭିଡିଓ) ସହିତ ନିଜ ଗାଁ ର ପରିଚୟ, ସଂସ୍କୃତି ଓ ଐତିହ୍ୟ ସମ୍ପର୍କିତ ତଥ୍ୟ ଓଡିଆରେ ଲେଖି ନିମ୍ନ ପ୍ରଦତ୍ତ ଇମେଲ ଠିକଣା କିମ୍ବା ହ୍ଵାଟସଆପ ନମ୍ବରରେ ପଠାନ୍ତୁ । ଓଡିଶାର ସମସ୍ତ ଗାଁ କୁ ଲୋକଲୋଚନକୁ ଆଣିବାର ପ୍ରମୁଖ ପ୍ରୟାସରେ ସହଯୋଗ କରନ୍ତୁ । ପ୍ରକାଶଥାଉକି କିଛି ନିର୍ବାଚିତ ଗାଁ ରେ ମଧ୍ୟ ବଣମଲ୍ଲୀର କ୍ୟାମେରା ଟିମ ପହଞ୍ଚିବାକୁ ଚେଷ୍ଟା କରିବ ।

ହ୍ଵାଟସଆପ ନମ୍ବର
9861616126/8249792904/8018646704
ଇମେଲ ଠିକଣା
admin@banamalli.org

Post a Comment

0 Comments