ଆନ୍ଦୋଳନ - ନାଟ୍ୟଯାତ୍ରାର ନୀରବଚ୍ଛିନ୍ନ ପ୍ରୟାସ

ଆନ୍ଦୋଳନ - ନାଟ୍ୟଯାତ୍ରାର ନୀରବଚ୍ଛିନ୍ନ ପ୍ରୟାସ



ଯଦି ଆପଣ ଜଣେ କଳାକାର....
ଯଦି ଆପଣ ଅଭିନୟ ସମ୍ପର୍କରେ ଜାଣିବାକୁ ଆଗ୍ରହୀ.... 
ଯଦି ଆପଣ ନାଟକ କ୍ଷେତ୍ରରେ ପ୍ରଶିକ୍ଷଣ ପାଇବାକୁ ଚାହାନ୍ତି....
ତେବେ ଆଜି ହିଁ ଆସନ୍ତୁ...
ଏହି ଆନ୍ଦୋଳନରେ ନିଜକୁ ସାମିଲ କରନ୍ତୁ
ଏବଂ ନାଟକ କ୍ଷେତ୍ରରେ ମାଗଣା ପ୍ରଶିକ୍ଷଣ ଗ୍ରହଣ କରି
ଅଭିନେତା/ଅଭିନେତ୍ରୀଟିଏ ହୋଇ
ନିଜର କଳାକାର ପରିଚୟଟିଏ ସୃଷ୍ଟି କରନ୍ତୁ ।
(ପ୍ରଶିକ୍ଷଣ ସଂପୂର୍ଣ୍ଣ ନିଃଶୁଳ୍କ ଅଟେ)

ଯୋଗାଯୋଗ

ଆନ୍ଦୋଳନ
ନାଟ୍ୟଗୁରୁ ସନ୍ତୋଷ କୁମାର ମହାନ୍ତି
ଖୋରଧା, ଓଡିଶା

ଦୂରଭାଷ ନମ୍ବର ଗୁଡିକ

୯୨୩୮୮୪୩୯୮୪ / ୯୪୩୮୩୭୭୫୧୦ /
୭୦୦୮୩୧୫୦୪୦ / ୮୨୪୯୫୮୦୩୭୪

N.B : Interested persons are contact us for first phase registration on or before 31st March 2019