tag:blogger.com,1999:blog-1148898204005629139.comments2023-08-13T13:44:29.812+05:30ବଣମଲ୍ଲୀର ମହକ - Odia Literature On WebEditorhttp://www.blogger.com/profile/02028619271186044771noreply@blogger.comBlogger43125tag:blogger.com,1999:blog-1148898204005629139.post-54841375038390767452023-08-13T13:44:29.812+05:302023-08-13T13:44:29.812+05:30ବର୍ଷା ଗୋ, ତୁମେ କୋଟିଏ ପ୍ରାଣର
କଳିତ ଲଳିତ ଛନ୍ଦ
ତୁମ ଆଗ...ବର୍ଷା ଗୋ, ତୁମେ କୋଟିଏ ପ୍ରାଣର
କଳିତ ଲଳିତ ଛନ୍ଦ
ତୁମ ଆଗମନେ ବିଶ୍ଵ ବୁକୁରେ
ଝରେ ମଧୁ ମକରନ୍ଦ
ତୁମେ ଉଆଁସ ରାତିର ଜହ୍ନ
ନିଖିଳ ଜଗତ ତପ୍ତ ଜୀବନେ
ତୁମେ ଶୀତଳ ଚନ୍ଦନ ।

ବର୍ଷା କୁ ନେଇ ଆପଣଙ୍କ ଭାବ ଓ ଶଦ୍ଦ ସଂଯୋଜନା କବିତାଟିକୁ ଖୁବ ସୁନ୍ଦର କରି ଗଢି ତୋଳିଛି ।Laxminarayan Pattnaikhttps://www.blogger.com/profile/13791307466306035803noreply@blogger.comtag:blogger.com,1999:blog-1148898204005629139.post-72100230229423204792023-08-11T08:28:29.495+05:302023-08-11T08:28:29.495+05:30This comment has been hidden from the blog.Laxminarayan Pattnaikhttps://www.blogger.com/profile/13791307466306035803noreply@blogger.comtag:blogger.com,1999:blog-1148898204005629139.post-72054200355758393262023-08-10T23:28:18.453+05:302023-08-10T23:28:18.453+05:30This comment has been hidden from the blog.Editorhttps://www.blogger.com/profile/02028619271186044771noreply@blogger.comtag:blogger.com,1999:blog-1148898204005629139.post-57165190165109656712023-08-10T23:24:51.940+05:302023-08-10T23:24:51.940+05:30ଶ୍ରାବଣର ମଧୁଶାଳାରେ କବିତାଟି ଖୁବ ମତୁଆଲା କରି ଦେଉଛି ପାଠ...ଶ୍ରାବଣର ମଧୁଶାଳାରେ କବିତାଟି ଖୁବ ମତୁଆଲା କରି ଦେଉଛି ପାଠକକୁLaxminarayan Pattnaikhttps://www.blogger.com/profile/13791307466306035803noreply@blogger.comtag:blogger.com,1999:blog-1148898204005629139.post-39430595660651358162023-08-10T23:14:14.995+05:302023-08-10T23:14:14.995+05:30This comment has been hidden from the blog.Editorhttps://www.blogger.com/profile/02028619271186044771noreply@blogger.comtag:blogger.com,1999:blog-1148898204005629139.post-19503308410355855862023-06-01T21:56:32.849+05:302023-06-01T21:56:32.849+05:30ଅତୀତର ମଧୁର ସ୍ମୃତିଅତୀତର ମଧୁର ସ୍ମୃତିଲକ୍ଷ୍ମୀନାରାୟଣ ପଟ୍ଟନାୟକhttps://www.facebook.com/lnpattnaiknoreply@blogger.comtag:blogger.com,1999:blog-1148898204005629139.post-81965572371699981272023-05-24T21:44:05.985+05:302023-05-24T21:44:05.985+05:30ଆଖିରେ ଲୁହ ଆସିଗଲା, ବଢିଆ ଲେଖାଆଖିରେ ଲୁହ ଆସିଗଲା, ବଢିଆ ଲେଖାଜଗନ୍ନାଥ ବେଉରାhttps://www.banamalli.org/2023/05/blog-post_24.htmlnoreply@blogger.comtag:blogger.com,1999:blog-1148898204005629139.post-924948336766919902023-05-24T21:20:45.885+05:302023-05-24T21:20:45.885+05:30ଗଳ୍ପଟି ବହୁତ ହୃଦୟଛୁଆଁ ହୋଇଛିଗଳ୍ପଟି ବହୁତ ହୃଦୟଛୁଆଁ ହୋଇଛିପାରମିତା ସାହୁ, ନୂଆଦିଲ୍ଲୀnoreply@blogger.comtag:blogger.com,1999:blog-1148898204005629139.post-41081046645087813042023-05-22T09:20:08.428+05:302023-05-22T09:20:08.428+05:30Puruna kahani gudiku internet upload kari amaku bh...Puruna kahani gudiku internet upload kari amaku bheti deuthibaru antarik dhanyabadSatya Mishrahttps://www.banamalli.org/searchnoreply@blogger.comtag:blogger.com,1999:blog-1148898204005629139.post-80376052860149697542023-05-20T13:27:37.009+05:302023-05-20T13:27:37.009+05:30ଧନ୍ୟବାଦ କବି ସୁରଞ୍ଜନଙ୍କ କଳ୍ପନା ପ୍ରସୂତ ଗ୍ରାମ ପରିବେଶ।...ଧନ୍ୟବାଦ କବି ସୁରଞ୍ଜନଙ୍କ କଳ୍ପନା ପ୍ରସୂତ ଗ୍ରାମ ପରିବେଶ। ଗାଆଁର ତୁଳନାତ୍ମକ ବିବରଣୀ ବାସ୍ତବରେ ଆବେଗମୟ।
ବେଗମତି = ବେଗବତୀରଙ୍ଗନାଥ ରଥhttps://www.blogger.com/profile/05385777829628249120noreply@blogger.comtag:blogger.com,1999:blog-1148898204005629139.post-47768765466201887672023-05-20T12:21:16.494+05:302023-05-20T12:21:16.494+05:30ସୁନ୍ଦର କବିତାଟିଏସୁନ୍ଦର କବିତାଟିଏଲକ୍ଷ୍ମୀନାରାୟଣ ପଟ୍ଟନାୟକhttps://www.facebook.com/lnpattnaiknoreply@blogger.comtag:blogger.com,1999:blog-1148898204005629139.post-29354152290394655962023-05-17T22:11:28.465+05:302023-05-17T22:11:28.465+05:30ବ୍ୟଙ୍ଗରେ ସଚେତନତା । ସୁନ୍ଦର ସୃଷ୍ଟି ।ବ୍ୟଙ୍ଗରେ ସଚେତନତା । ସୁନ୍ଦର ସୃଷ୍ଟି ।ଲକ୍ଷ୍ମୀନାରାୟଣ ପଟ୍ଟନାୟକhttps://www.facebook.com/lnpattnaiknoreply@blogger.comtag:blogger.com,1999:blog-1148898204005629139.post-42168740569490704252023-05-17T04:34:59.292+05:302023-05-17T04:34:59.292+05:30ଶ୍ରୀମାନ ହରିଶ୍ଚନ୍ଦ୍ର ହୋତାଙ୍କ କାହାଣୀଟି ସମାଜର ନୂତନ ପି...ଶ୍ରୀମାନ ହରିଶ୍ଚନ୍ଦ୍ର ହୋତାଙ୍କ କାହାଣୀଟି ସମାଜର ନୂତନ ପିଢ଼ି ନିମନ୍ତେ ଏକ ଶିକ୍ଷଣୀୟ ବାର୍ତ୍ତା ବହନ କରି ମନଛୁଆଁ ହୋଇପାରିଛି। ଧନ୍ୟବାଦ।ରଙ୍ଗନାଥ ରଥhttps://www.blogger.com/profile/05385777829628249120noreply@blogger.comtag:blogger.com,1999:blog-1148898204005629139.post-69875726611882113142023-05-17T03:58:29.757+05:302023-05-17T03:58:29.757+05:30ବି ନିରୁପମାଙ୍କର କବିତାଟି କେବଳ ବ୍ୟଙ୍ଗାତ୍ମକ ନୁହେଁ, ବରଂ...ବି ନିରୁପମାଙ୍କର କବିତାଟି କେବଳ ବ୍ୟଙ୍ଗାତ୍ମକ ନୁହେଁ, ବରଂ ଏଥିରେ ସମାଜପାଇଁ ଏକ ସୁନ୍ଦର ଶିକ୍ଷଣୀୟ ବାର୍ତ୍ତା ରହିଛି। କବୟିତ୍ରୀଙ୍କୁ ଧନ୍ୟବାଦ।ରଙ୍ଗନାଥ ରଥhttps://www.blogger.com/profile/05385777829628249120noreply@blogger.comtag:blogger.com,1999:blog-1148898204005629139.post-47126036128918594692023-02-21T07:50:15.635+05:302023-02-21T07:50:15.635+05:30NICENICEMAMATA MULTI SERVICEShttps://www.blogger.com/profile/11536807598472731829noreply@blogger.comtag:blogger.com,1999:blog-1148898204005629139.post-72537958448615608572023-02-15T10:59:44.352+05:302023-02-15T10:59:44.352+05:30ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାକାଳୀନ "ଯାମଳାର୍...ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାକାଳୀନ "ଯାମଳାର୍ଜ୍ଜୁନ ଭଞ୍ଜନ"ର ଅପୂର୍ବ ଦୃଶ୍ୟ କବୟିତ୍ରୀ ନିରୁପମାଙ୍କ ଲେଖନୀରୁ ଏକ ନୂଆ ରୂପ ନେଇ ଫୁଟି ଉଠିଛି। ଧନ୍ୟବଦ।ରଙ୍ଗନାଥ ରଥhttps://www.blogger.com/profile/05385777829628249120noreply@blogger.comtag:blogger.com,1999:blog-1148898204005629139.post-65723238889411781502023-02-15T10:43:59.780+05:302023-02-15T10:43:59.780+05:30ଦେଶ ମାଡୃକାର ରକ୍ଷା ନିମନ୍ତେ ସହୀଦ ବୀର ଜବାନଙ୍କର ଅବଦାନ ...ଦେଶ ମାଡୃକାର ରକ୍ଷା ନିମନ୍ତେ ସହୀଦ ବୀର ଜବାନଙ୍କର ଅବଦାନ ଅତୁଳନୀୟ। ଭାରତର ବୀର ସୈନିକ ଧ୍ରୁବ ଚରଣଙ୍କ ଉଦ୍-ବୋଧନମୂଳକ ଦେଶପ୍ରୀତିରେ ଭରା କବିତାଟି ଏହାର ନିଛକ ଉଦାହରଭ। କବିଙ୍କୁ ଅନ୍ତରରୁ ଧନ୍ୟବାଦ।ରଙ୍ଗନାଥ ରଥhttps://www.blogger.com/profile/05385777829628249120noreply@blogger.comtag:blogger.com,1999:blog-1148898204005629139.post-15019809515211704572023-02-14T18:44:41.473+05:302023-02-14T18:44:41.473+05:30ସୁନ୍ଦର ଭକ୍ତି ନିବେଦନସୁନ୍ଦର ଭକ୍ତି ନିବେଦନଲକ୍ଷ୍ମୀନାରାୟଣ ପଟ୍ଟନାୟକhttps://www.facebook.com/lnpattanaiknoreply@blogger.comtag:blogger.com,1999:blog-1148898204005629139.post-3357320186994690382023-02-13T19:27:09.851+05:302023-02-13T19:27:09.851+05:30ବହୁତ ସୁନ୍ଦର କବିତାବହୁତ ସୁନ୍ଦର କବିତାଲକ୍ଷ୍ମୀନାରାୟଣ ପଟ୍ଟନାୟକhttps://www.facebook.com/lnpattanaiknoreply@blogger.comtag:blogger.com,1999:blog-1148898204005629139.post-27840130514284278832023-02-13T02:54:28.422+05:302023-02-13T02:54:28.422+05:30ମନଲାଖି କଉତୁକିଆ ଶିଶୁ କବିତାଟିଏ। କବୟିତ୍ରୀ ନିରୁପମାଙ୍କ ...ମନଲାଖି କଉତୁକିଆ ଶିଶୁ କବିତାଟିଏ। କବୟିତ୍ରୀ ନିରୁପମାଙ୍କ କଲମରୁ ଏହିପରି ମଉଜିଆ ରଚନା ଝରୁଥାଉ। ପୁଷି ମାଉସୀର ଚୁଟିଆ ମୂଷା ଖାଇବା ନିଶା, ସତେ ହେଇଗଲା ଫସରଫସା।
ରଙ୍ଗନାଥ ରଥnoreply@blogger.comtag:blogger.com,1999:blog-1148898204005629139.post-51860732335070459822023-02-13T02:31:59.774+05:302023-02-13T02:31:59.774+05:30ଶିଶୁ ମନସ୍ତତ୍ତ୍ଵ ଉପରେ ଆଧାରିତ ଏକ ସୁନ୍ଦର ଗଳ୍ପ। ଲେଖାଟି...ଶିଶୁ ମନସ୍ତତ୍ତ୍ଵ ଉପରେ ଆଧାରିତ ଏକ ସୁନ୍ଦର ଗଳ୍ପ। ଲେଖାଟି ସାବଲୀଳ ହେଲେ ମଧ୍ୟ ଅତ୍ୟନ୍ତ ଭାବଗର୍ଭକ। ମାଆ ଉପରେ ସନ୍ତାନର ଅନାବିଳ ଭରସା ଏବଂ ତଥାକଥିତ ନିରକ୍ଷରା ମାଆ ଶିଶୁର ସମସ୍ୟା ସମାଧାନ ନିମନ୍ତେ ମନକୁ ଛୁଇଁଲାଭଳି ସକାରାତ୍ମକ ଓ ଆଧ୍ୟାତ୍ମିକ ଭାବ ଉଦ୍ରେକ କରିଛି। ଲେଖକଙ୍କୁ ଧନ୍ୟବାଦ।
ପୁରା = ପୂରା, ଅନାଟନ ଦୁନିଆଁରେ = ଅନଟନ ଦୁନିଆରେ, ଚାକିରୀ = ଚାକିରି,
ଗୁପ ଚୁପ = ଚୁପ ଚୁପ, ତାଛଲ୍ୟ ଭରା =ତାଚ୍ଛଲ୍ୟଭରା, ଲଜ୍ଜ୍ୟା = ଲଜ୍ଜା, ଭ୍ରୁକ୍ଷେପ = ଭ୍ରୂକ୍ଷେପ
କାନରେ ପଢିଲା = କାନରେ ପଡ଼ିଲା, ଏମିଟି = ଏମିତି, ନିକଟତ୍ତର =ନିକଟତର
ରଙ୍ଗନାଥ ରଥnoreply@blogger.comtag:blogger.com,1999:blog-1148898204005629139.post-78016446912672854962023-02-12T19:50:50.887+05:302023-02-12T19:50:50.887+05:30କବିତାଟି ବହୁତ ସୁନ୍ଦର ହେଇଛିକବିତାଟି ବହୁତ ସୁନ୍ଦର ହେଇଛିଲକ୍ଷ୍ମୀନାରାୟଣ ପଟ୍ଟନାୟକhttps://www.facebook.com/lnpattanaiknoreply@blogger.comtag:blogger.com,1999:blog-1148898204005629139.post-14039581955875804712023-02-11T16:38:02.096+05:302023-02-11T16:38:02.096+05:30ଗଳ୍ପଟି ଖୁବ ହୃଦୟ ଛୁଆଁ ଓ ମାର୍ମିକ ।ଗଳ୍ପଟି ଖୁବ ହୃଦୟ ଛୁଆଁ ଓ ମାର୍ମିକ ।ଲକ୍ଷ୍ମୀନାରାୟଣ ପଟ୍ଟନାୟକhttps://www.facebook.com/lnpattanaiknoreply@blogger.comtag:blogger.com,1999:blog-1148898204005629139.post-24101587511484777842023-01-21T17:14:06.379+05:302023-01-21T17:14:06.379+05:30Beautiful poem sirBeautiful poem sirAnonymousnoreply@blogger.comtag:blogger.com,1999:blog-1148898204005629139.post-7676176468328533632023-01-21T11:15:20.538+05:302023-01-21T11:15:20.538+05:30ବାସ୍ତବରେ ପ୍ରେମିକର ମୋକ୍ଷ ହିଁ ପ୍ରେମରେ ଥାଏ । କବିଙ୍କ ର...ବାସ୍ତବରେ ପ୍ରେମିକର ମୋକ୍ଷ ହିଁ ପ୍ରେମରେ ଥାଏ । କବିଙ୍କ ରଚନା ଖୁବ ହୃଦୟସ୍ପର୍ଶୀ ।Laxminarayan Pattnaikhttps://www.blogger.com/profile/13791307466306035803noreply@blogger.com