ସବୁ ପ୍ରେମ : ପ୍ରଶ୍ନ - ପ୍ରଫୁଲ୍ଲ ଚନ୍ଦ୍ର ପାଢୀ

ସବୁ ପ୍ରେମ : ପ୍ରଶ୍ନ - ପ୍ରଫୁଲ୍ଲ ଚନ୍ଦ୍ର ପାଢୀ

ଅନେକ ସ୍ମୃତି ର ଜହ୍ନରାତି॥
ତମେ ନାଚୁଥାଅ ମୋ ମନର ଡାଳରେ
ଧିରେ  ଗୀତରେ ସଜାଇ ଦିଅ
ହୃଦୟର ଥାକ ସବୁକୁ ॥

ସମୟର ଫଡ଼ ଫଡ ଶଦ୍ଦରେ
ହଜିଯାଉ ଥିଲେ ମଧ୍ୟ ବଂଶୀର ସୁର
ତମେ ଧିର ପବନ ପରି
ଧସେଇ  ଆସ କାଇଁ କି !!!!

ପ୍ରଫୁଲ୍ଲ  ଚନ୍ଦ୍ର ପାଢୀ
କୋଲନରା, ରାୟଗଡା ଜିଲ୍ଲା
ମୋ- ୮୯୧୭୩୨୪୫୨୫

0 Comments