ପରିବର୍ତ୍ତନ - ମହେଶ୍ୱର ଦାଶ

ପରିବର୍ତ୍ତନ - ମହେଶ୍ୱର ଦାଶ

ସବୁଦିନ କା ଭାଗ୍ୟ ଆକାଶେ 
ନ ଥାଏ ପୂନେଇଁ ରାତି
ଚିରଦିନ ପାଇଁ କେବେ
ଲୁଚେନି ଚୋରା ପୀରତି
ସବୁଦିନ କାହା ପାଶେ
ନ ରୁହେ ବିପୁଳ ସମ୍ପତ୍ତି
କା ଭାଗ୍ୟରେ କେବେ କେମିତି
ଆସିପାରେ ଭୀଷଣ ବିପତ୍ତି
ନିୟତିର ଅଲଂଘନୀୟ ନିୟମରେ
ବଦଳିଯାଏ ପ୍ରତି ପରିସ୍ଥିତି
ତେଣୁ ଜୀଇଁବାକୁ ହେବ ଧୈର୍ଯ୍ୟ ଧରି
ମନରେ ନ ରଖି ଭୀତି

Writer's Details: ମହେଶ୍ୱର ଦାଶ
ନରସିଂହପୁର ଶାସନ ,କେନ୍ଦୁଝର
Content Category:
Submission Date: Jun 16, 2019

0 Comments