ଆଜିର ଅତିଥି କବି ସଚ୍ଚି ମହାନ୍ତି

ଆଜିର ଅତିଥି କବି ସଚ୍ଚି ମହାନ୍ତି

ଆଜିର ଅତିଥିରେ ଓଡିଆ ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ କବି ସଚ୍ଚି ମହାନ୍ତି । ସେ ଓଡିଆ ସଙ୍ଗୀତ ଜଗତ ତଥା ଆକାଶବାଣୀର ଜଣେ ସ୍ବୀକୃତିପ୍ରାପ୍ତ ଗୀତିକାର ଅଟନ୍ତି । ତାଙ୍କ ରଚିତ କବିତା ସଂକଳନ "ଅପରାହ୍ନର ଛାଇ" ଓଡିଆ ସାହିତ୍ୟ ଏକାଡ଼େମୀ ଦ୍ଵାରା ପୁରସ୍କୃତ ହୋଇପାରିଛି ।


2 Comments

  1. ପରମ ସମ୍ମାନସ୍ପଦ ପ୍ରଥିତଯଶା ଗୀତିକବି,ଗୀତିକାର ତଥା ମୋର ଅନ୍ୟତମ ଗୁରୁଦେବ ଶ୍ରୀଯୁକ୍ତ ସଚ୍ଚି ମହାନ୍ତିଙ୍କ ସହିତ ସାକ୍ଷାତକାର ମୂଳରୁ ଶେଷ ଯାଏ ଶୁଣିବାର ସୌଭାଗ୍ୟ ମିଳିଲା। ତାଙ୍କର ଜୀବନର ଅନେକ ଅନାଲୋଚିତ ବିଷୟକୁ ସେ ଶ୍ରୋତାମାନଙ୍କ ଉଦ୍ଦେଶ୍ୟରେ ବଖାଣିଛନ୍ତି ଯାହା କି ସମସ୍ତଙ୍କୁ ସୁଖଶ୍ରାବ୍ୟ ହୋଇପାରିବ। ଅନେକ ତାଙ୍କ ସମ୍ବନ୍ଧରେ ଜାଣି ପାରିବେ। ବଣମଲ୍ଲୀର ମହକ ଅନୁଷ୍ଠାନର ଏହି ସୁନ୍ଦର ପ୍ରୟାସ ଜାରି ରହୁ।

    ReplyDelete
  2. ଆନ୍ତରିକ ଧନ୍ୟବାଦ ଗୀତିକବି ଆପଣଙ୍କ ସୁନ୍ଦର ମତାମତ ପାଇଁ ।

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।