ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ତଥାପି ଗ୍ରୀଷମ ଗ୍ରୀଷମେ ସୁନ୍ଦର - ତପନ ଦୀକ୍ଷିତ (ବେଳାଭୂମି)

ତଥାପି ଗ୍ରୀଷମ ଗ୍ରୀଷମେ ସୁନ୍ଦର - ତପନ ଦୀକ୍ଷିତ (ବେଳାଭୂମି)

ତପନ ତାପରେ ତପତ ଏ ଧରା 
ଉତପ୍ତ ସମୀର ତପ୍ତ ବାରିଧାରା,
ନୀଳ ଗଗନର ହତାଶ ଚାହାଁଣୀ
ସନ୍ତୁଳିତ ପ୍ରାଣ ସନ୍ତୁଳିତ ପ୍ରାଣୀ,
ଅସରା ଶ୍ରାବଣ ଆଶା ବହୁଦୂର
ତଥାପି ଗ୍ରୀଷମ -ଗ୍ରୀଷମେ ସୁନ୍ଦର।।

Writer's Details: ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
Content Category:
Submission Date: Apr 18, 2019

0 Comments