"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ସ୍ମୃତି ଗଣ୍ଠିଧନ - ପ୍ରଣତି ମହାପାତ୍ର

ସ୍ମୃତି ଗଣ୍ଠିଧନ - ପ୍ରଣତି ମହାପାତ୍ର

ତୁମ ସହ  ମୋର ବିତିଥିଲା କେତେ
ଅଭୁଲା ଅତୀତ ସ୍ମୃତି,
ଭରିଥିଲା ସୁଖ,ମାନ ଅଭିମାନ
ଭାଳି ଘୁରିଯାଏ ମତି।
ଜୀବନ ଟା ଏବେ ଦୁର୍ବିସହ ଲାଗେ
ତଥାପି ବିବ୍ରତ ନୁହେଁ,
ଗଣ୍ଠିଧନ କରି ରଖିଛି ସ୍ମୃତି କୁ
ଆଉ କିଛି ମୁଁ ନ ଚାହେଁ।

ପ୍ରଣତି ମହାପାତ୍ର, ବାଲେଶ୍ଵର

0 Comments