ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ନିଦାଘ - ସନ୍ତୋଷ ସାମଲ

ନିଦାଘ - ସନ୍ତୋଷ ସାମଲ

ଵିଚିତ୍ର ଏଇ ଦୁନିଆରେ
ଛଅଋତୁ,ଵାର ମାସ
ଗ୍ରୀଷ୍ମ,ଵୈଶାଖ,ଜ୍ୟେଷ୍ଟ ମାସ
ପ୍ରଚଣ୍ଡ ରୈଦ୍ର ପରକାଶ
ଅଭିର ରଙ୍ଗ ନେଇ ଆସେ ଦୋଳ
ଏଇ ଠୁ ଆରମ୍ଭ ଗ୍ରୀଷ୍ମ କାଳ ...।
ପୃଥିଵୀ ପୃଷ୍ଠ କୁ ଅଭିନନ୍ଦନ ଦେଇ
ଵୈଶାଖ ଯେଵେ ଆସେ
ରାମ ନଵମୀରେ ପୂଜା ପାଠ କରି
ରାମଲିଳା ଆଖଡା ଵସେ
ଓଡିଆ ନଵ ଵରଷ ପାଳି
ଘରେଘରେ ପିଠାପଣା
ରଙ୍ଗବେରଙ୍ଗରପତାକା ହେଇଚିଦେଖ ଟଣା ...।
ଵୈଶାଖ ପରେ ଜ୍ୟେଷ୍ଟ ଆସେ
ଅକ୍ଷୟ ତୃତୀୟାରେ ଚାଷୀ ଅନୁକୂଳ ନେଇ ଵିଲ କୁ ଆସେ
ବୁଣି ଦେଇଯାଏ ଵିହନ,ଵରଷକ ପାଇଁ ହୁଏ ଧାନ ...।

ସନ୍ତୋଷ ସାମଲ
ଜାଗମରା, ଖଣ୍ଡଗିରି, ଭୁଵନେଶ୍ଵର - ୩୦
ଦୂରଭାଷ- ୯୦୪୦୫୮୪୬୨୩

0 Comments