OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

କୁସୁମାକାର - ଉଷାରାଣୀ ଦାସ

କୁସୁମାକାର - ଉଷାରାଣୀ ଦାସ



କୁସୁମିତ ତୋର କୃଷ୍ଷକବରୀ
ବାସନ୍ତୀରେ ଅସଜଡା ତୋ କୁରଳି
ସବୁଜିମା ଭରା ପୁଷ୍ପିତ ତ ନୟନ
ଗଳାରେ ତୋ କୂଟଜର ମାଳି

ହୃଦରେ ତୋ ସ୍ବଛ ପବିତ୍ର ମନ୍ଦାକିନୀ
ବକ୍ଷରେ ବିହଙ୍ଗଙ୍କ ଖେଳି 
କୁହୁକୁହୁ ତ ପାଦର ନୂପୁର
ହେ କୁସୁମାକର କିଏ କଲା ତତେ ଏତେ ଝଳି।
🌻🌻🌻
ଖାନନଗର,ବାଲେଶ୍ବର

Sent from my Samsung Galaxy smartphone.

0 Comments