ଶ୍ରମିକ - ସୁଧାକର ସେଠୀ

ଶ୍ରମିକ - ସୁଧାକର ସେଠୀ

ମୁଁ ଶ୍ରମିକ
ଶ୍ରମ ମୋର ଜିବନ
ଶ୍ରମ ମୋ ତପସ୍ୟା
ଶ୍ରମକୁ କରେ ପୂଜା
ଶ୍ରମକୁ ନେଇ ଦେଖେ
ସ୍ବପ୍ନ ଅନେକ
ମୁଁ ଶ୍ରମିକ।।୨।।

ନିପାହିଲା ରାତିରୁ
ଯାତ୍ରା ମୋର
ଏକ ଜନପଦରୁ
ଆରେକ
ଗଢି ଚାଲେ ଭାଙ୍ଗି ଚାଲେ
ଉତ୍ତମ ଶ୍ରମଦେବା
ମୋ ଲକ୍ଷ
ମୁଁ ଶ୍ରମିକ।।୩।।

ଚିକ ଚିକ ଦୁନିଆ
ଲୋଡାନାହିଁ ମୋର
ଝୁପୁଡିଘରେ ମୁଁ ସନ୍ତୁଷ୍ଟ
ଅଭାବ ଅନାଟନ
ସାଥି ହେଲେବି
ଶ୍ରମକୁ ଦିଏ ଗୁରୁତ୍ବ
ଶ୍ରମକରି ଚାଲେ
ଶ୍ରମରେ ଲଭେ ଆତ୍ମସନ୍ତୋଷ ।
ମୁଁ ଶ୍ରମିକ।।୪।।
         🌹
ଜମ୍ବେଶ୍ବର ପୁର,ବାଲେଶ୍ବର।
    ୯୩୩୭୬୮୧୫୨୪

Sent from my Samsung Galaxy smartphone.

0 Comments