"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ସତ୍ୟ କବିତା - ସୁଦର୍ଶନ ସାହୁ

ସତ୍ୟ କବିତା - ସୁଦର୍ଶନ ସାହୁ

ମୁଁ ଆଜି ନିରୀଖି ଦେଖୁଛି
ମୋ ଗାଁର ପାଦ ଦେଇ
ବହିଯାଇଥିବା ସେହି ନଦୀକୁ ,
ସେ ଆଜି କାହାକୁ ଅପେକ୍ଷା ନ କରି
ଧୀର ନମ୍ର ସ୍ରୋତରେ ଚାଲୁଛି
ତାର ଲକ୍ଷ୍ୟ ସ୍ଥଳକୁ ।
ଠିକ୍ ସେହିପରି
ଅନେକ ବ୍ୟକ୍ତିଙ୍କ ଆଖିରେ
ମୁଁ ଆଜି ବଦଳିଯାଇଛି ,
କାହା ଆଖିରେ ମୁଁ ଗୋଟେ
ଯୌବନର ଯୁବକ ଟିଏ ତ
ଆଉ କାହା ଆଖିରେ ମୁଁ ଗୋଟେ
ବିଏ ପଢ଼ା ଛାତ୍ର ଟିଏ
ଆଉ କାହା ଆଖିରେ କେତେ ପ୍ରକାରର...
ନୂଆ ନୂଆ ଢ଼ଙ୍ଗରେ ମୋତେ
ଗ୍ରହଣ କରନ୍ତି ।

ସୁଦର୍ଶନ ସାହୁ
ଓଡ଼ିଆ ବିଭାଗ ଛାତ୍ର
ଏନ୍ ସି କଲେଜ, ଯାଜପୁର
9337603660
Sent from OPPO Mail

0 Comments