ସାତ - ରମାକାନ୍ତ ମିଶ୍ର

ସାତ - ରମାକାନ୍ତ ମିଶ୍ର


ସାତ ଫେରାର ବନ୍ଧନ
ସାତ ଜନ୍ମ ର ମିଳନ
ସାତ ସଂଖ୍ୟା ମୂଲ୍ୟବାନ
ନୂଆ ଛୁଆକୁ ଦେଖନ୍ତି
ସାତ ବର୍ଷ କୁ ଜଗନ୍ତି
ନୂଆ ବୋହୁ କୁ ଚିହ୍ନନ୍ତି
ସାତ ବର୍ଷ କୁ ମାନନ୍ତି |

ଶ୍ରୀ ରମାକାନ୍ତ ମିଶ୍ର 
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀ ବିହାର 
ଭୂବନେଶ୍ୱର - ୭୫୧୦୨୧ 
ମୋବାଇଲ - ୯୯୩୭୨୬୮୦୧୨

0 Comments