ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ସମାଧୀରୁ ବୀର ସ୍ୱର - ଡକ୍ଟର ସତ୍ୟ ପଟ୍ଟନାୟକ

ସମାଧୀରୁ ବୀର ସ୍ୱର - ଡକ୍ଟର ସତ୍ୟ ପଟ୍ଟନାୟକ


ବିଶ୍ରାମ ମାଗି ନଥିଲି 
ମା'ର ସେବାରେ ହିଁ ଖୁସି ମୋ'ର,
ହେ ଈଶ୍ୱର !
ଲୋଡା ନାହିଁ ପାର୍ଥୀବ ସୁଖ 
ଦୁଃଖ ନାହିଁ ଯାଇଛି ଯଦି ‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌ଶରୀର;
ବାରେ  ଅନୁମତି ଦିଅ 
ଉନ୍ମୁକ୍ତ କର ସମାଧୀର ଦ୍ୱାର,
ଶେଷ ହେବ ମ‌ହାଭାରତ ଯୁଦ୍ଧ;
ଏଇ ଥରକ ପାଇଁ କାର୍ଯ୍ୟ କରିବ ...
ବେଲାଳସେନ ଧନୁ ଆଉ ତୀର;:
ଗଢିଦେବି ସୁନାର ଭାରତ
ଧର୍ମର ହେବ ଜୟ ଧର୍ମର ହେବ ଜୟ।।

0 Comments