ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ମୁଁ କାହିଁ କାନ୍ଦିବି - ଧୀରେନ ବାଗ

ମୁଁ କାହିଁ କାନ୍ଦିବି - ଧୀରେନ ବାଗ

ମୁଁ କାହିଁ କାନ୍ଦିବି
ତମେ କିଏ କି
ବନ୍ଧୁ, ସଖା, ଜାୟା
ନା ପ୍ରେମିକା ।
ତମେ ଆସ ତମ ବାଟେ
ମୁଁ ଆସେ ମୋ ବାଟେ
ତମେ ଦେଖ, ମୁଁ ଦେଖେ
ତମେ କିଛି କହିନ
ମୁଁ କିଛି ଶୁଣି ନାହିଁ ।
ତମେ ଯାଉଛତ ଯାଅ
ଦୁଃଖ ନାହିଁ ମୋର
ମୁଁ କାହିଁ କାନ୍ଦିବି
ଲୋକେ ବୋଲିବେ କଣ ?
ଏଇଆ ବୋଧେ
ଲୋକେ କହିବେ
ତା ପ୍ରେମିକା
ଧୋକା ଦେଇଛି
ସେ ପାଇଁ କାନ୍ଦୁଛି ।।
  
   ଧିରେନ୍ ବାଗ
ଗୌଡରମା, କୁଳିଅଣା, ମୟୂରଭଞ୍ଜ
ମୋ- 9692188081, 8917262525
Sent from vivo smartphone